ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ଦେବଗଡ ଜିଲ୍ଲା ତତ୍କାଳୀନ ସମ୍ବଲପୁର ଜିଲ୍ଲାରୁ ବିଭାଜିତ ହୋଇ ୧୯୯୪ ମସିହା ଜାନୁୟାରୀ ଏକ ତାରିଖ ଦିନ ଏକ ସ୍ଵତନ୍ତ୍ର ଜିଲ୍ଲା ରୂପେ ଆତ୍ମ ପ୍ରକାଶ କଲା । ଦେବଗଡ ଶବ୍ଦର ଆକ୍ଷରିକ ଅର୍ଥ ଦେବତା ମାନଙ୍କର ବାସସ୍ଥଳୀ । ତତ୍କାଳୀନ ବାମଣ୍ଡା ଗଡଜାତ ରାଜ୍ୟର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ଦେବଗଡ ଜିଲ୍ଲାର ଭୌଗଳିକ ସୀମା ମଧ୍ୟରେ ଅବସ୍ଥିତ ।  ଅଧିକ ପଢନ୍ତୁ

SMSamal
ଶ୍ରୀ ସୁଧାଂଶୁ ମୋହନ ସାମଲ, ଭା.ପ୍ର.ସେ. ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍

ସାର୍ବଜନିକ ୟୁଟିଲିଟିଗୁଡିକ

  • ପ୍ରଧାନପାଟ ଜଳପ୍ରପାତ
    ପ୍ରଧାନପାଟ ଜଳପ୍ରପାତ
  • କୁରୁଡକୋଟ ପର୍ବତ ଶିଖର
    କୁରୁଡକୋଟ ପର୍ବତର ଶୀର୍ଷଭାଗ ଦୃଶ୍ୟ
  • ଶ୍ରୀ ଜଗନ୍ନାଥ ମନ୍ଦିର
    ଶ୍ରୀ ଜଗନ୍ନାଥ ମନ୍ଦିର