ଜିଲ୍ଲା ସମ୍ବନ୍ଧରେ
ଦେବଗଡ ଜିଲ୍ଲା ତତ୍କାଳୀନ ସମ୍ବଲପୁର ଜିଲ୍ଲାରୁ ବିଭାଜିତ ହୋଇ ୧୯୯୪ ମସିହା ଜାନୁୟାରୀ ଏକ ତାରିଖ ଦିନ ଏକ ସ୍ଵତନ୍ତ୍ର ଜିଲ୍ଲା ରୂପେ ଆତ୍ମ ପ୍ରକାଶ କଲା । ଦେବଗଡ ଶବ୍ଦର ଆକ୍ଷରିକ ଅର୍ଥ ଦେବତା ମାନଙ୍କର ବାସସ୍ଥଳୀ । ତତ୍କାଳୀନ ବାମଣ୍ଡା ଗଡଜାତ ରାଜ୍ୟର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ଦେବଗଡ ଜିଲ୍ଲାର ଭୌଗଳିକ ସୀମା ମଧ୍ୟରେ ଅବସ୍ଥିତ । ଅଧିକ ପଢନ୍ତୁ