କିଭଳି ପହଞ୍ଚିବେ
ଦେବଗଡ ଜିଲ୍ଲା ଭୁବନେଶ୍ବର ଠାରୁ ରାସ୍ତାରେ ପ୍ରାୟ ୨୬୦ କିଲୋମିଟର ।
ରେଢାଖୋଲ ନିକଟତମ ରେଳ ଷ୍ଟେସନ, ଯାହାକି ଦେବଗଡ ଠାରୁ ୯୦ କିଲୋମଟର ଦୂରରେ ଅବସ୍ଥିତ । ଅନୁଗୁଳ ଦ୍ଵିତୀୟ ନିକଟତମ ରେଳ ଷ୍ଟେସନ, ଯାହାକି ଦେବଗଡ ଠାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତ ।
ନିକଟତମ ବିମାନଘାଟି – ଭୁବନେଶ୍ବର ।