ବନ୍ଦ କରନ୍ତୁ

ଜନସଂଖ୍ୟା ସମ୍ପର୍କିତ ତଥ୍ୟ

 

୨୦୧୧ ଜାତୀୟ ଜନଗଣନା ତଥ୍ୟାନୁସାରେ
ବିଷୟ  ସଂଖ୍ୟା ଶତକଡା 
ସମୁଦାୟ ଜନସଂଖ୍ୟା  ୩,୧୨,୧୬୪  
ସମୁଦାୟ ପୁରୁଷ ଜନସଂଖ୍ୟା  ୧,୫୮,୦୧୭ ୫୦.୬୨
ସମୁଦାୟ ମହିଳା ଜନସଂଖ୍ୟା ୧,୫୪,୧୪୭ ୪୯.୩୮
ଲିଙ୍ଗ ଅନୁପାତ  ୯୭୫  
ଗ୍ରାମାଞ୍ଚଳ ଜନସଂଖ୍ୟା  ୨,୮୯,୮୯୯ ୯୨.୮୭
ସହରାଞ୍ଚଳ ଜନସଂଖ୍ୟା  ୨୨,୨୬୫ ୭.୧୩
ଅନୁସୂଚିତ ଜାତି ଜନସଂଖ୍ୟା  ୪୨,୧୧୭ ୧୩.୪୯
ଅନୁସୂଚିତ ଜନ ଜାତି ଜନସଂଖ୍ୟା ୯୨,୧୦୩ ୨୯.୫
ସମୁଦାୟ ଶିକ୍ଷିତ ସଂଖ୍ୟା ୧,୩୯,୮୭୭ ୪୪.୮୧
ସମୁଦାୟ ଅଶିକ୍ଷିତ ସଂଖ୍ୟା ୧,୩୪,୨୩୧ ୪୩
ସମୁଦାୟ ପରିବାର ସଂଖ୍ୟା ୫୮,୩୨୪  
ଗ୍ରାମାଞ୍ଚଳ ପରିବାର ସଂଖ୍ୟା ୫୩,୯୮୩ ୯୨.୫୬
ସହରାଞ୍ଚଳ ପରିବାର ସଂଖ୍ୟା ୪,୩୪୧ ୭.୪୪