ନିର୍ବାଚନ କ୍ଷେତ୍ର
କେଉଁ ସମ୍ପର୍କରେ | ଶାସକୀୟ ସଂଖ୍ୟା ସହ ନାମ ଓ ଅନ୍ୟାନ୍ୟ ତଥ୍ୟ |
---|---|
ପ୍ରଦେଶ | ୧୮- ଓଡିଶା |
ଜିଲ୍ଲା | ୦୫- ଦେବଗଡ |
ସଂସଦୀୟ ନିର୍ବାଚନ ମଣ୍ଡଳୀ | ୦୩- ସମ୍ବଲପୁର |
ବିଧାନ ସଭା ନିର୍ବାଚନ ମଣ୍ଡଳୀ | ୧୯- ଦେବଗଡ |
ବିଧାନ ସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରଫଳ | ୨୮୭୧ ବର୍ଗ କିଲୋମିଟର |
ବ୍ଲକ ସଂଖ୍ୟା | ୩ |
ରାଜସ୍ୱ ଗ୍ରାମ ସଂଖ୍ୟା | ୭୭୪ |
ଗ୍ରାମ ପଞ୍ଚାଯତ ସଂଖ୍ୟା | ୭୦ |
ମ୍ଯୁନିସିପାଲିଟି ସଂଖ୍ୟା | ୧ |
ଭୋଟ୍ ଗ୍ରହଣ କେନ୍ଦ୍ର ସଂଖ୍ୟା | ୩୧୯ |