ବନ୍ଦ କରନ୍ତୁ

ପର୍ଯ୍ୟଟନ

ପର୍ଯ୍ୟଟନର ଅର୍ଥ ଜଣେ ବ୍ୟକ୍ତି ଯେତେବେଳେ ନିଜ ବାସସ୍ଥାନ କିମ୍ବା କର୍ମସ୍ଥଳୀ ପରିତ୍ୟାଗ କରି ଅନ୍ୟ ଗୋଟିଏ ଅଜଣା କିମ୍ବା ପ୍ରସିଦ୍ଧ ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟରେ ଯାଏ । ଭ୍ରମଣର ଉଦ୍ଦେଶ୍ୟ ଏଠାରେ ଅବସର ବିନୋଦନ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ବ୍ୟକ୍ତିଗତ ଶାନ୍ତି, ଆନନ୍ଦ କିମ୍ବା ବ୍ଯବସାୟିକ ହୋଇପାରେ । ପର୍ଯ୍ୟଟନ ମନୁଷ୍ୟ ଜୀବନକୁ ଆଣି ଦିଏ ନୂତନତ୍ଵର ସନ୍ଧାନ । ବିଭିନ୍ନ ସ୍ଥାନ ପରିଭ୍ରମଣ ଦ୍ଵାରା ଅନେକ ସ୍ଥାନ ଲୋକ ସଂସ୍ପର୍ଶ ଲାଭ କରି ଦର୍ଶକ, ସ୍ଥାନୀୟ ଲୋକମାନଙ୍କର ଚାଲିଚଳଣି, ଆଚାରବିଚାର, ଭୌଗୋଳିକ ସୀମା ସମ୍ବନ୍ଧୀୟ ଜ୍ଞାନାଦି ଆହରଣ କରିଥାଏ । ଏହି ଦୃଷ୍ଟିରୁ ଦେବଗଡ ଜିଲ୍ଲା  ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ସମେତ ତତ୍ ସଂଲଗ୍ନ ଦେବାଦେବୀଙ୍କ ପୀଠ ଗୁଡିକ ଦ୍ଵାରା ସମୃଦ୍ଧ । ଆପଣ ଏହି ମେନୁ ଅନ୍ତର୍ଗତ ନିମ୍ନୋକ୍ତ ବିଷୟ ଗୁଡିକ ପାଇ ପାରିବେ ।

  • କିଭଳି ପହଞ୍ଚିବେ
  • ପର୍ଯ୍ୟଟନ ସ୍ଥଳ
  • ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)
  • ପସନ୍ଦ ସ୍ଥାନ
  • ସଂସ୍କୃତି
  • ଐତିହ
  • ସାହିତ୍ଯ
  • ପର୍ବ ପର୍ବାଣୀ
  • ହସ୍ତଶିଳ୍ପ