ବନ୍ଦ କରନ୍ତୁ

ଶ୍ରୀ ନିତେଶ ଗଙ୍ଗଦେବ, ବିଧାନ ସଭା ସଦସ୍ୟ, ଦେବଗଡ

ଦେବଗଡ ବିଧାନ ସଭା ମଣ୍ଡଳ
ଆରକ୍ଷଣ : ସାଧାରଣ
ପଞ୍ଚଦଶତମ ବିଧାନସଭା ସଦସ୍ୟ : (୧୮/୦୫/୨୦୧୪- )

ସମ୍ପୃକ୍ତ ରାଜନୈତିକ ଦଳ : ଭାରତୀୟ ଜନତା ପାର୍ଟି

ଶ୍ରୀ ନିତେଶଗଙ୍ଗଦେବ

ଶ୍ରୀ ନିତେଶ ଗଙ୍ଗଦେବ

ଶ୍ରୀ ନିତେଶ ଗଙ୍ଗଦେବ
ଜନ୍ମ ତାରିଖ : ୨୨/୦୭/୧୯୭୨
ପିତା : ସ୍ଵ. ପ୍ରଦୀପ୍ତ ଗଙ୍ଗଦେବ
ସହଧର୍ମିଣୀ : ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ
ଶିକ୍ଷାଗତ ଯୋଗ୍ୟତା : ବି. କମ୍., ଫେସନ୍ ଡିଜାଇନିଙ୍ଗ ଓ କମର୍ଶିଆଲ୍ ଆର୍ଟ ରେ ଡିପ୍ଲୋମା
ପେଶା : କୃଷିଭିତ୍ତିକ
ସୌଖୀନ ଅଭ୍ୟାସ : ଚିତ୍ର, ସଙ୍ଗୀତ ଓ ଚିତ୍ରୋତ୍ତଳନ 
ସ୍ଵତନ୍ତ୍ର ଆମୋଦ : ବିଲିଆର୍ଡ, ପୁଲ୍ ଓ ଗଲ୍ଫ
ସ୍ଵତନ୍ତ୍ର ଆଗ୍ରହ : ସୂଚନା ବିଜ୍ଞାନର ପ୍ରଗତି
ସାମାଜିକ କାର୍ଯ୍ୟ କଳାପ : ଦରିଦ୍ର ହରିଜନ ଓ ଜନଜାତି ଜନସାଧାରଣମାନଙ୍କ ସେବା ଓ ବିକାଶ
ସାଂସ୍କୃତିକ କାର୍ଯ୍ୟ କଳାପ : ଆନ୍ତର୍ଜାତୀୟ କଂସର୍ଟ ଆୟୋଜିତ କରିବା
କ୍ଲବ : ଭୁବନେଶ୍ବର କ୍ଲବ ଲିମିଟେଡ
ପରିଦର୍ଶନରେ ଯାଇଥିବା ଦେଶ : ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଥାଇଲାଣ୍ଡ
ବର୍ତ୍ତମାନ ଠିକଣା : କ୍ଵାର୍ଟର ନଂ- ୧୬/୨ (ଡି ଏସ), ଏମଏଲଏ କଲୋନୀ, ୟୁନିଟ – ୪ , ଭୁବନେଶ୍ବର-୭୫୧୦୦୧ ଓ କ୍ଵାର୍ଟର ନଂ- ୫ ଟାଇପ-୭ ସି , ୟୁନିଟ – ୧ , ଭୁବନେଶ୍ବର-୭୫୧୦୦୯
ଇ ମେଲ – gangadeb(at)hotmail(dot)com, n(dot)deb(dot)ola(at)nic(dot)in
ଟେଲିଫୋନ : ୯୪୩୭୦୫୬୩୩୮
ସ୍ଥାୟୀ ଠିକଣା : ପ୍ୟାଲେସ୍, ଦେବଗଡ ଟାଉନ, ଦେବଗଡ – ୭୬୮୧୦୮
ଅନ୍ୟାନ୍ୟ ବିବରଣୀ :
ରାଜକୁମାର ମହାବିଦ୍ୟାଳୟ, ରାୟପୁର, ଛତିଶଗଡ ଜେନେରାଲ କାଉନସିଲ ର ଆଜୀବନ ସଦସ୍ୟ,
ଦେବଗଡ ମହାବିଦ୍ୟାଳୟ ପରିଚାଳନା  ସମିତିର ସଭାପତି,  
ବାମଣ୍ଡା କ୍ରିକେଟ୍ କ୍ଲବ, ଦେବଗଡ ର ସଭାପତି

ପିତାମହ ଭାନୁଗଙ୍ଗ ତ୍ରିଭୁବନ ଦେବ, ପିତାମହୀ ଜ୍ୟୋତି ମଞ୍ଜରୀ ଦେବୀ ତଥା ପିତା ପ୍ରଦୀପ୍ତ ଗଙ୍ଗଦେବ ଓଡିଶା ବିଧାନ ସଭାର ଭୂତପୂର୍ବ ସଦସ୍ୟ ଥିଲେ ।