ଠିକା ପ୍ରସ୍ତାବ
ଶୀର୍ଷକ | ବିବରଣ | ଆରମ୍ଭ ତାରଖ | ଅନ୍ତିମ ତାରିଖ | ଫାଇଲ |
---|---|---|---|---|
ବାରକୋଟ ତହସିଲ ଅନ୍ତର୍ଭୁକ୍ତ ସୈରାତ ଉତ୍ସ ନିଲାମ ପାଇଁ ତହସିଲଦାର, ବାରକୋଟଙ୍କ ଠିକାପ୍ରସ୍ତାବ ବିଜ୍ଞପ୍ତି | ବାରକୋଟ ତହସିଲ ଅନ୍ତର୍ଭୁକ୍ତ ସୈରାତ ଉତ୍ସ ନିଲାମ ପାଇଁ ତହସିଲଦାର, ବାରକୋଟଙ୍କ ଠିକାପ୍ରସ୍ତାବ ବିଜ୍ଞପ୍ତି |
15/04/2021 | 03/05/2021 | ଦେଖନ୍ତୁ (3 MB) |
ବିଭିନ୍ନ କାର୍ଯ୍ୟ ପାଇଁ ନିଯୁକ୍ତି ନିମନ୍ତେ ସେବାପ୍ରଦାନକାରୀ ସଂସ୍ଥାମାନଙ୍କ ଉଦ୍ଦେଶ୍ୟରେ ଖଣ୍ଡୀୟ ବନ ଅଧିକାରୀ, ଦେବଗଡଙ୍କ ଠିକାପ୍ରସ୍ତାବ ବିଜ୍ଞପ୍ତି | ବିଭିନ୍ନ କାର୍ଯ୍ୟ ପାଇଁ ନିଯୁକ୍ତି ନିମନ୍ତେ ସେବାପ୍ରଦାନକାରୀ ସଂସ୍ଥାମାନଙ୍କ ଉଦ୍ଦେଶ୍ୟରେ ଖଣ୍ଡୀୟ ବନ ଅଧିକାରୀ, ଦେବଗଡଙ୍କ ଠିକାପ୍ରସ୍ତାବ ବିଜ୍ଞପ୍ତି |
13/04/2021 | 30/04/2021 | ଦେଖନ୍ତୁ (846 KB) |
ସ୍କୁଲ ୟୁନିଫର୍ମ ଯୋଗାଣ ନିମିତ୍ତ ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, କଂସର, ଦେବଗଡଙ୍କ ଜଉମୁଦ ଦିଆ ଠିକାପ୍ରସ୍ତାବ ଆହ୍ଵାନ ବିଜ୍ଞପ୍ତି | ସ୍କୁଲ ୟୁନିଫର୍ମ ଯୋଗାଣ ନିମିତ୍ତ ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, କଂସର, ଦେବଗଡଙ୍କ ଜଉମୁଦ ଦିଆ ଠିକାପ୍ରସ୍ତାବ ଆହ୍ଵାନ ବିଜ୍ଞପ୍ତି |
09/04/2021 | 16/04/2021 | ଦେଖନ୍ତୁ (3 MB) |
ପ୍ରକଳ୍ପ ନିର୍ଦ୍ଦେଶକ, ସମନ୍ନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ତିଳେଇବଣିଙ୍କ ଆଠଟି କାର୍ଯ୍ୟ ନିମନ୍ତେ ଜଉମୁଦଦିଆ ଠିକାପ୍ରସ୍ତାବ ବିଜ୍ଞପ୍ତି | ପ୍ରକଳ୍ପ ନିର୍ଦ୍ଦେଶକ, ସମନ୍ନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା, ତିଳେଇବଣିଙ୍କ ଆଠଟି କାର୍ଯ୍ୟ ନିମନ୍ତେ ଜଉମୁଦଦିଆ ଠିକାପ୍ରସ୍ତାବ ବିଜ୍ଞପ୍ତି |
07/04/2021 | 27/04/2021 | ଦେଖନ୍ତୁ (2 MB) |
ମାସିକ ଭଡା ସୂତ୍ରରେ ବାହାନ ଯୋଗାଣ ନିମନ୍ତେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଦେବଗଡଙ୍କ ଜଉମୁଦଦିଆ ଠିକାପ୍ରସ୍ତାବ ବିଜ୍ଞପ୍ତି | ମାସିକ ଭଡା ସୂତ୍ରରେ ବାହାନ ଯୋଗାଣ ନିମନ୍ତେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଦେବଗଡଙ୍କ ଜଉମୁଦଦିଆ ଠିକାପ୍ରସ୍ତାବ ବିଜ୍ଞପ୍ତି |
07/04/2021 | 23/04/2021 | ଦେଖନ୍ତୁ (3 MB) |